Jump to content

ଖଦ୍ଖାଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦ୍ଖାଦ୍
ଉଚ୍ଚାରଣ: KhadKhād

ଦେ. ଅ. (ଧ୍ଵନ୍ୟନୁକରଣ) —

୧: ଅତି ଚଞ୍ଚଳ ଚାଲୁଥିବା ବହୁ ବ୍ୟକ୍ତିଙ୍କର ପଦକ୍ଷେପର ଶଦ୍ଦ —୧. Sound of brisk walking of several persons or animals.

୨: ଚଞ୍ଚଳ ଗତିବିଶିଷ୍ଟ; ବିଭିନ୍ନ ଦିଗକୁ ଚଞ୍ଚଳ ଗତିକାରୀ — ୨. Of swift motion; swiftly flying away in different directions.

୩: ସହର (ବହୁସଂଖ୍ୟକ ଜୀବ ଶୀଘ୍ର ପଳାଇଯିବା ପ୍ରକାରେ) — ୩. Swiftly (said of many animals fleeing away).

(ଯଥା—ଆମ୍ଭମାନଙ୍କୁ ଦେଖି ମିରିଗମାନେ ଖଦଖାଦ ହୋଇ ପଳାଇ ଗଲେ)