ଶବ୍ଦାର୍ଥ:
ଖଦ୍ଯୋତନ — ଉଚ୍ଚାରଣ: Khadyotana
ସଂ. ବି. (ଖ—ଦ୍ଯୁତ ଧାତୁ=ଦୀପ୍ତି ପାଇବା +କର୍ତ୍ତୃ. ଅନ)
ସୂର୍ଯ୍ୟ —The sun.