Jump to content

ଖଧୂପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଧୂପ୍
ଉଚ୍ଚାରଣ: Khadhūpa

ସଂ. ବି. (୬: ଷ୍ଠୀ ତତ; ଖ+ଧୂପ) —

୧: ହାବିଳିବାଣ — Rocket; a firework going up into the sky and emitting sparks.

୨: ତୋପ (ପ୍ରକୃତିବାଦ) —Cannon.

୩: ବାଯୁବ୍ୟାପୀ ସୁଗନ୍ଧ — ୩. Air-pervading perfume. (M.W.)