Jump to content

ଖନକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନକ
ଉଚ୍ଚାରଣ: Khanaka

ଖନିକା, ଖନକୀସ୍ତ୍ରୀ

ସଂ. ବି. ପୁଂ. (ଖନ ଧାତୁ=ମାଟି ଖୋଳିବା+କର୍ତ୍ତୃ. ଅକ) —

୧: ଯେ ମାଟିରେ ଗାତ ଖୋଳେ — ୧. Digger of earth; excavator.

୨: ଘରେ ସିନ୍ଧିଗାତ ଖୋଳି ଚୋରି କରିବା (ବ୍ୟକ୍ତି); ସିନ୍ଧିଆଳ — ୨. One who digs holes in the wall for stealing; house-breaker.

୩: ମୂଷା; ଗାଡ଼ୁଆ ମୂଷା; ମୂଷିକ — ୩. Rat; mouse.

୪: ଖଣି ଖୋଳାଳି; ଖଣି ଖୋଳିବା ବ୍ୟକ୍ତି — ୪. A miner.

୫: ଖଣି ଗାତ —୫. Mine.

୬: ଆକରଜ୍ଞ ବ୍ୟକ୍ତି —୬. A mineralogist.