Jump to content

ଖନତ୍କାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନତ୍କାର
ଉଚ୍ଚାରଣ: Khanatkāra
খনতকার

ଦେ. ବି. (ସଂ. ଖନିତକାର) —

ମାଟିଖୋଳାଳି; ମାଟି ଖୋଳିବା ବ୍ୟକ୍ତି — A digger; a miner.