ଖନନ
ଦେଖଣା
ଖନନ —
ଉଚ୍ଚାରଣ: Khanana
ସଂ. ବି. (ଖନ ଧାତୁ=ମାଟି ଖୋଳିବା+ଭାବ. ଅନ) —
୧: ମାଟିରେ ଗାତ ଖୋଳିବା — ୧. Act of digging.
୨: ପୋତିବା —୨. Burying.
୩: ଖନିବିଦ୍ୟାବିତ ବ୍ୟକ୍ତି — ୩. A mineralogist.
ଖନନ —
ଉଚ୍ଚାରଣ: Khanana
ସଂ. ବି. (ଖନ ଧାତୁ=ମାଟି ଖୋଳିବା+ଭାବ. ଅନ) —
୧: ମାଟିରେ ଗାତ ଖୋଳିବା — ୧. Act of digging.
୨: ପୋତିବା —୨. Burying.
୩: ଖନିବିଦ୍ୟାବିତ ବ୍ୟକ୍ତି — ୩. A mineralogist.