Jump to content

ଖନଯିତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନୟିତ୍ରୀ
ଉଚ୍ଚାରଣ: Khanayitrī

ସଂ. ବି. (ଖନ ଧାତୁ=ଖୋଳିବା+କରଣ. ତୃ+ସ୍ତ୍ରୀ. ଈ) —

୧: କୋଡ଼ି —୧. Spade. (M.W.)

୨: ଖଣତି — ୨. Digging instrument; a spud with a long handle.