Jump to content

ଖନାବଚନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନାବଚନ
ଉଚ୍ଚାରଣ: Khanābachana
খনারবচন मसल

ଦେ. ବି —

୧: ଖନାଲୋକର କଥା; ସ୍ଖଳିତବାକ୍— ବ୍ୟକ୍ତିର ଦରୋଟି କଥା — ୧. Nasal words of a stammerer.

୨: ପୁରାତନ ଖନାଋଷିଙ୍କ ପ୍ରବର୍ତ୍ତିତ ପ୍ରବାଦ ବାକ୍ୟ — ୨. The saying of the astrologer Khanā prevalent in the country.