ଖନିଜବାଷ୍ପ
ଦେଖଣା
ଖନିଜବାଷ୍ପ —
ଉଚ୍ଚାରଣ: Khanijabāshpa
ସଂ. ବି. (ଆଧୁନିକ ବ୍ୟବହାର) (କର୍ମଧା; ଖନିଜ+ବାଷ୍ପ) —
କୋଇଲାଖଣିରୁ ଉଠୁଥିବା ଏକପ୍ରକାର ବିଷାକ୍ତ ବାଷ୍ପ; ଅଙ୍ଗାରକାମ୍ଳ ବାଷ୍ପ — A kind of poisonous and inflammable gas which issues from coal-mines; carbon-diozide.