ଖନିତ
ଦେଖଣା
ଖନିତ —
ଉଚ୍ଚାରଣ: Khanita
ସଂ. ବିଣ. (ଖନ ଧାତୁ+କର୍ମ. ତ) —
୧: ୟାହା ଖୋଳା ଯାଇଅଛି — ୧. Dug; excavated.
୨: ୟାହା ଖୋଳା ଯାଇ ବାହାର କରା ଯାଇଅଛି — ୨. Dug out.
ଖନିତ —
ଉଚ୍ଚାରଣ: Khanita
ସଂ. ବିଣ. (ଖନ ଧାତୁ+କର୍ମ. ତ) —
୧: ୟାହା ଖୋଳା ଯାଇଅଛି — ୧. Dug; excavated.
୨: ୟାହା ଖୋଳା ଯାଇ ବାହାର କରା ଯାଇଅଛି — ୨. Dug out.