Jump to content

ଖନିତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନିତା
ଉଚ୍ଚାରଣ: Khanitā
(ଖନିତ୍ରୀ—ସ୍ତ୍ରୀ)

ସଂ. ବି. ପୁଂ. (ଖନ୍ ଧାତୁ+କର୍ତ୍ତୃ. ତୃ. ୧: ମା. ୧: ବ.) —

ଯେ ଖୋଳେ; ଖନକ — Digger; excavator.