ଖନେଇବା
ଦେଖଣା
ଖନେଇବା —
ଉଚ୍ଚାରଣ: Khanebā
তোতলান
तुतलाना
ଦେ. କ୍ରି —
୧: ଖଣ୍ଡିତ ବାକ୍ୟ ଉଚ୍ଚାରଣ କରିବା; ଅସ୍ପଷ୍ଟ ବା ଖଣ୍ଡିଖଣ୍ଡିଆ କଥା କହିବା —୧. To stammer.
୨: ଶିଶୁଙ୍କ ପରି ଟ. ସ୍ଥାନରେ ତ,ର ସ୍ଥାନରେ ଲ, ସ. ସ୍ଥାନରେ ଛ ଆଦି ଉଚ୍ଚାରଣ କରିବା —୨. To lisp.