Jump to content

ଖନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନ୍ଦ
ଉଚ୍ଚାରଣ: Khanda
খন্দ उपज

ଦେ. ବି. (ସଂ. କନ୍ଦ=ଖାଦ୍ୟମୂଳ) —

୧: ଶସ୍ୟାଦି; ଫସଲ; ଫଳମୂଳାଦି — ୧. A harvest; a crop.

୨: ବର୍ଷକର ଫସଲ — ୨. Crop of a particular season or year; current year's crop.

ପ୍ରଜାଙ୍କୁ ବୋଇଲା ଏ ବରଷ ଖନ୍ଦ ଖାଅ ଯେତେ ପାରିବ ଚଷି ଘରକୁ ବୋହିନିଅ—ପୀତାମ୍ବର. ନୃସିଂହପୁରାଣ