ଖନ୍ଦକ
ଦେଖଣା
ଖନ୍ଦକ —
ଉଚ୍ଚାରଣ: Khandaka
খন্দক
खन्दक
ଦେ. ବି. (ସଂ. ଖନ୍ ଧାତୁ; ତୁଳ. ଫା. ଖନ୍ଦକ୍=ଗର୍ତ୍ତ) —
୧: ଭୂମିରେ ଖୋଳା ହୋଇଥିବା ଗାତ — ୧. Ditch; trench.
୨: (ସଡ଼କଆଦିରେ ମାଟି ପକାଇବା ପାଇଁ) ଯେଉଁ ସ୍ଥାନରୁ ମାଟି ଖୋଳିନେଇ ଖାତ କରାଯାଇ ଥାଏ — ୨. Ditches from which earth is taken out (for earth-work).