ଖନ୍ଦାଶାଳ
ଦେଖଣା
ଖନ୍ଦାଶାଳ —
ଉଚ୍ଚାରଣ: Khandāṡāḻa
ଦେ. ବି —
୧: ରାଜା ଓ ଦେବତାଙ୍କ ପାକ ଗୃହ — ୧. The cook room of a king or a Deity.
୨: ବିବାହାଦି ଉତ୍ସବରେ ଯେଉଁ ଅଗଣାରେ ଖନ୍ଦା ବା ଳମ୍ବ ଚୁଲି ଖୋଳା ହୋଇଥାଏ ଓ ୟାହା ଉପରେ ଛାମୁଣ୍ଡିଆ ହୋଇଥାଏ —୨. A courtyard in which pit like long ovens are made on festive occasion and which courtyard is shaded with branches.