Jump to content

ଖନ୍ଦ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖନ୍ଦ୍
ଉଚ୍ଚାରଣ: khand

ପ୍ରାଦେ. (ସମ୍ବଲପୁର) ବି. (ସଂ. ସ୍କନ୍ଦ) —

୧: କାନ୍ଧ; କନ୍ଧ —୧. Shoulder.

୨: ବର୍ଷକର ଫସଲ — ୨. The crop of a season.