ଖପତି
ଦେଖଣା
ଖପତି —
ଉଚ୍ଚାରଣ: khapati
উড়াউ
ଦେ. ବିଣ (ସଂ. କ୍ଷିପ୍ତ; କ୍ଷେପକ) —
୧: ଦୁଷ୍ଟ — ୧. Wicked.
୨: ଅତିରିକ୍ତ ବ୍ୟୟଶୀଳ ବା ଅପବ୍ୟୟୀ — ୨. Spendthrift; extravagant; prodigal.
୩: ଉନ୍ମତ୍ତ; ପାଗଲା; ଅସ୍ଥିରପ୍ରକୃତିକ — ୩. Insane; of deranged brain.