Jump to content

ଖପର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପର
ଉଚ୍ଚାରଣ: Khapara
খাপর खपरिआ খুলি, খাপরা खोपडी

ଦେ. ବି (ସଂ. ଖର୍ପର) —

୧: ନିକୃଷ୍ଟ ଧାତୁବିଶେଷ; ଦସ୍ତା — ୧. Zinc; calamine.

୨: (ସଂ. କର୍ପର) ଶସ୍ତ୍ରବିଶେଷ; କାଳୀ ଠାକୁରାଣୀ ଧରିଥିବା ଖଣ୍ଡା —୨. Sword held by Goddess kāḻī.

୩: (ସଂ. ଖର୍ପର) ମଡ଼ାମୁଣ୍ଡର ଖୋଳପା; ଶବର ଖପୁରି —୩. The human skull.

୪: ନଡ଼ିଆ ସଢ଼େଇ — ୪. The shells of cocoanut fruit.

ଲତା ଲାଗି କତା ତାର ଖପରରେ ଯୋଡ଼ି, ଖୋପରକୁ ଘେନି ରସଗୁଦାହିଁ ନ ଛାଡ଼ି ପ୍ରାଚୀ. ବ୍ରହ୍ମନିରୁପଣଗୀତା