Jump to content

ଖପରକାତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପରକାତି
ଉଚ୍ଚାରଣ: Khaparakāti

ଦେ. ବି (ସଂ. କର୍ପର=ଖଡ୍ଗବିଶେଷ; କିମ୍ବା ଖର୍ପର= ଖପୁରି+କୃତ ଧାତୁ) —

୧: କାଳୀ ଠାକୁରାଣୀଙ୍କ ହାତରେ ଥିବା ଛୋଟ ଖଡ୍ଗ — ୧. Small scimitar held by Goddess Kāḻī.

୨: କାଳୀ ଠାକୁରାଣୀ ଏକହାତରେ ଧରି ଥିବା ଖଣ୍ଡା ଓ ଅନ୍ୟ ହାତରେ ଧରିଥିବା ମନୁଷ୍ୟ ମୁଣ୍ଡର ଖପୁରି — ୨. The human skull and sword held by Goddess Kāḻī.