Jump to content

ଖପରଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପରଲି
ଉଚ୍ଚାରଣ: khaparali
খপরেল্, খপরালি खपडा, खपरा, खपरैल

ଦେ. ବି. (ସଂ. ଖର୍ପର; ପ୍ରା. ଖପ୍ପଟ) —

ଘର ଛୁଆଣି କରିବାର ଖପରା ବା ମାଟିର ଟାଇଲ୍ — Thin tubular tiles for thatching house.

ଦେ. ବିଣ —

ଖପରାରେ ଛାଉଣି ହୋଇଥିବା (ଘର) — (house) Thatched with tiles.