ଖପରାଖାଈ
ଦେଖଣା
ଖପରାଖାଈ —
ଉଚ୍ଚାରଣ: khaparākhāī
ଦେ. ବିଣ. ସ୍ତ୍ରୀ. (ଗାଳି) —
୧: ଘପରାଖିଆର ସ୍ତ୍ରୀଲିଙ୍ଗ — ୧. Feminine of Khaparākhiā.
୨: ଚଣ୍ଡୀଙ୍କ ପରି ଅତିଶୟ ଉଗ୍ରପ୍ରକୃତିକା; ଚଣ୍ଡୀ ଠାକୁରାଣୀ ଯେପରି ଖପରା (ମନୁଷ୍ୟ ମୁଣ୍ଡର ଖପୁରି)ରେ ରକ୍ତପାନ କରନ୍ତି ସେହିପରି ପାନାହାର କରୁଥିବା ଓ ତତ୍ସ୍ବଭାବ— ସମ୍ପନ୍ନା (ସ୍ତ୍ରୀ) —୨. A virago.