ଖପରାଖିଆ
ଦେଖଣା
ଖପରାଖିଆ —
ଉଚ୍ଚାରଣ: Khaparākhiā
(ଖପରାଖାଈ—ସ୍ତ୍ରୀ)
ଦେ. ବିଣ. (ଗାଳି) —
ଅତି ଗରିବ (ଲୋକ); ଖାଦ୍ୟପାତ୍ର ନ ଥିବାରୁ ଯେ ଖପରା ଖଣ୍ଡକରେ ଭାତ ଖାଏ — Very poor (man); having not even a piece of broken earthenware to be used as a plate.