ଖପରାଡ଼ିଆଁ
ଦେଖଣା
ଖପରାଡ଼ିଆଁ —
ଉଚ୍ଚାରଣ: khaparāḍiāñ
ছিনিমিনিখেলা
(ଖପରାଡେଈଁ—ସ୍ତ୍ରୀ)
ଦେ. ବି —
୧: ଖପରା ଖେଳିବା ଖେଳ; (ପାଣି ଉପରେ ଖପରାକୁ ଏପରି ଭାବରେ ଫୋଫାଡ଼ିବାକୁ ହୁଏ ଯେପରି କି ଖପରା ଖଣ୍ଡିକ ଖଣ୍ଡଦୂର ବାଟ ଚଟକା ହୋଇ ଡେଇଁଡେଇଁକା ପାଣି ଉପରେ ଚାଲି ଯାଏ) — ୧. Playing at ducks and drakes on the surface of water.
୨: ପୁଂ. (ବ୍ୟଙ୍ଗୋକ୍ତି)—ଅତିଶୟ ନିଷ୍ଠାପର ବ୍ୟକ୍ତି; (ଯେଉଁ ଲୋକ ବାଟରେ ପଡ଼ିଥିବା ଅଇଁଠା ହାଣ୍ଡିରଖପରା କାଳେ ମାଡ଼ି ପକାଇବ, ଏଥିଲାଗି ଚାଲିଲା ବେଳେ ତଳକୁ ଚାହିଁ ଡେଇଁ ଡେଇଁ ବାଟ ଚାଲୁଥାଏ) — ୨. over-rigid in observing rules of outward purity.