Jump to content

ଖପରାଲୁକାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପରାଲୁକାଣି
ଉଚ୍ଚାରଣ: Khaparālukāṇi

ଦେ. ବି —

ଯେଉଁ ଖେଳରେ ଜଣେ ଖେଳାଳି ବାଲିରେ ଖଣ୍ଡେ ଖପରା ଲୁଚାଏ ଓ ଅନ୍ୟ ଖେଳାଳି— ମାନେ ତାକୁ ଖୋଜି ବାହାର କରିବାକୁ ଚେଷ୍ଟା କରନ୍ତି — A game in which a bit of potsherd is kept concealed inside a heap of sand by one player and searched for by others.