Jump to content

ଖପରା ଖେଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପରା ଖେଳିବା
ଉଚ୍ଚାରଣ: khaparā kheḻibā
ছিনিমিনিখেলাকরা

ଦେ. କ୍ରି —

ପାଣିରେ ଚଟକା କରି ଖପରା ଫୋଫାଡି ଖେଳିବା (ଯେପରି ଖପରା ଖଣ୍ଡମାନ ପାଣି ଉପରେ ଡେଇଁ ଡେଇଁ ଖଣ୍ଡଦୂର ଚାଲିୟିବ) — To play at ducks and drakes on the surface of water by throwing flat small pieces of potsherd so that they go on skipping over the surface for some distance.