Jump to content

ଖପୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପୁର
ଉଚ୍ଚାରଣ: Khapura

ଦେ. ବି. (ମ. ପ. ଲୋ. କ ବା ଆକାଶରେ ନିର୍ମିତ ପୁର) —

୧: ଶୂନ୍ୟରେ ନିର୍ମିତ ପୁରାଣୋକ୍ତ ନଗର (ଯଥା—କାଳକେୟମାନଙ୍କର ଗୃହ, ହରିଶ୍ଚନ୍ଦ୍ରଙ୍କର ଆବାସ) — ୧. A mythological city built in the sky.

୨: ମୃଗତୃଷ୍ଣା; ସମଯେ ଆକାଶରେ ଦେଖାଯିବା ନଗର — ୨. Fata Morgana. (M.W.)

୩: କଳଶ —୩. Water jar. (M.W.)

୪: ପେଟଫମ୍ପାରୋଗ — ୪. Tympany; wind-dropsy. (M.W.)

୫: ଗୁଆଗଛ —୫. The betel-nut tree. (M.W.)

୬: ଏକ ପ୍ରକାର ମୁଥା — ୬. Cyperus Pertemis. (M.W.)

୭: ବ୍ୟାଳ; ନଖୀନାମକ ସୁଗନ୍ଧ ଦ୍ରବ୍ୟ — ୭. A kind of medicinal perfume (M.W.).