ଖପୁଷ୍ପ
ଦେଖଣା
ଖପୁଷ୍ପ —
ଉଚ୍ଚାରଣ: Khapushpa
ସଂ. ବି (ମଧ୍ୟପଦଲୋପୀ; କର୍ମଧା; ଖ+ପୁଷ୍ପ; ତୁଳ. ଶଶଶୃଙ୍ଗ) —
୧: ଆକାଶକୁସୁମ; ଅସ୍ତିତ୍ବହୀନ ବା ଅବାସ୍ତବ ପଦାର୍ଥ — ୧. An imaginary thing (like a flower of the sky).
୨: କାଳ୍ପନିକ ବା ଅସମ୍ଭବ ବସ୍ତୁ — ୨. Absurdity; an impossibility; chimera.