ଖପୂର
ଦେଖଣା
ଖପୂର —
ଉଚ୍ଚାରଣ: Khapūra
ସଂ. ବି (ଖ=ଇନ୍ଦ୍ରିୟ; ଆକାଶ+ପୃ ଧାତୁ=ପୁଷ୍ଟି କରିବା+ ଅ) —
୧: ଗୁବାକ; ଗୁଆ —୧. Betel nut.
୨: ମାଟିର ଘଟ; କଳସ; ମାଠିଆ — ୨. Earthen jar.
୩: ପେଟଫମ୍ପା —୩. Flatulence.
ସଂ. ବିଣ —
ଅଳସ —Idle.
ଖପୂର —
ଉଚ୍ଚାରଣ: Khapūra
ସଂ. ବି (ଖ=ଇନ୍ଦ୍ରିୟ; ଆକାଶ+ପୃ ଧାତୁ=ପୁଷ୍ଟି କରିବା+ ଅ) —
୧: ଗୁବାକ; ଗୁଆ —୧. Betel nut.
୨: ମାଟିର ଘଟ; କଳସ; ମାଠିଆ — ୨. Earthen jar.
୩: ପେଟଫମ୍ପା —୩. Flatulence.
ସଂ. ବିଣ —
ଅଳସ —Idle.