Jump to content

ଖବରଦାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବରଦାରି
ଉଚ୍ଚାରଣ: Khabaradāri
খবরদারি खबरदारि

ବୈଦେ. ବି. (ଫା.—ଖବରଦାରୀ) —

୧: ତତ୍ତ୍ବାବଧାନ; ଦେଖାଶୁଣା କରିବା —୧. Superintendence; supervision.

(ଯଥା—ଘରେ ବୁଢ଼ାର ଖବରଦାରି କରିବାକୁ କେହି ନାହିଁ)

୨: ଜଗାରଖା; ୟତ୍ନ —୨. Care.

୩: ହୁସିଆରି —୩. Carefulness.

ଦେ. ଅ —

(ସବାରି ବେହେରାଙ୍କ ଡ଼ାକବିଶେଷ)— ସାବଧାନ ହୋଇ ଗତି କର —(A vociferation of Palki-bearers) Proceed with caution ! take care ! beware of the road !

[ ଦ୍ର—ପଛ ବେହେରାଙ୍କୁ ବାଟରେ ପଡ଼ିଥିବା କଣ୍ଟାଆଦି ବିଷୟରେ ସାବଧାନ କରିଦେବା ପାଇଁ ଆଗ ବେହେରା ମାନେ ଏ ଡ଼ାକ ମାରନ୍ତି ]