ଖବରାଖବର୍
ଦେଖଣା
ଖବରାଖବର୍ —
ଉଚ୍ଚାରଣ: Khabarākhabar
খবরাখবর্
ଦେ. ବି (ଆ. ଖବର୍) —
୧: ନାନା ପ୍ରକାର ସଂବାଦ — ୧. Various news.
୨: କୌଣସି ସ୍ଥାନ ବିଷୟରେ ଜ୍ଞାତବ୍ୟ ନାନାଦି ତଥ୍ୟ (ନୀଳକଣ୍ଠ ଦାଶଙ୍କ ପ୍ରବର୍ତ୍ତିତ ଶବ୍ଦ) — ୨. Statistics of a locality.
୩: ଭଲ ଖବର ଓ ମନ୍ଦ ଖବର — ୩. Good and bad news.
୪: ତତ୍ତ୍ବାବଧାନ; ୟତ୍ନ —୪. Supervision; care.