Jump to content

ଖବର ଅନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବର ଅନ୍ତର
ଉଚ୍ଚାରଣ: Khabaraaṇtara

ଦେ. ବି.—(ଅନର୍ଥକ ଦ୍ବୀତିୟ ସହଚର) —

୧: ଖବର (ଦେଖ) ୧. Khabara (See)

୨: ନାନାଦି ସଂବାଦ —.୨. Various infomations.