Jump to content

ଖବର ଆଣିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବର ଆଣିବା
ଉଚ୍ଚାରଣ: Khabara āṇibā

ଦେ. କ୍ରି. —

କୌଣସି ବ୍ୟକ୍ତି ଠାରୁ ବା ଦୂରଦେଶରୁ ସଂବାଦ ଆଣିବା —To bring news from a distant place or person.