ଖବର କରିବା
ଦେଖଣା
ଖବର କରିବା —
ଉଚ୍ଚାରଣ: Khabara karibā
খবরকরা
खबरकरना
ଦେ. କ୍ରି. —
୧: ଅନ୍ୟର ପ୍ରେରିତ ସଂବାଦକୁ ପ୍ରକାଶ କରିବା —୧. To publish or convey news.
୨: (ଭଣ୍ଡାରୀ) ଏକ ଗ୍ରାମର ମୃତ୍ଯୁ ସଂବାଦ ଅନ୍ୟ ଗ୍ରାମର ବନ୍ଧୁ ମାନଙ୍କ ନିକଟରେ ପହଁଞ୍ଚାଇବା —୨. (a barber) To convey a death-news to the relations staying at a distant place.