ଖବର ନେବା
ଦେଖଣା
ଖବର ନେବା —
ଉଚ୍ଚାରଣ: Khabara nebā
খবরদেওয়া
खबरलेना
ଦେ. କ୍ରି —
୧: ସଂବାଦ ବୁଝିବା — ୧. To ascertain news.
୨: ତଥ୍ୟ ବୁଝିବା; ତଦନ୍ତ କରିବା — ୨. To enquire.
୩: ୟତ୍ନ ନେବା —୩. To take care of.
୪: (ବ୍ୟଙ୍ଗୋକ୍ତି) କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରି ଗାଳି ମନ୍ଦ କରିବା —୪. To abuse by mentioning the name of some person.
[ଯଥା—ତୋର ମୋର ତ କଳି ଲାଗିଲା, ତୁ କିଆଁ ମୋ ସାତ—ପୁରୁଷଙ୍କ ଖବର ନେଲୁ ? ]