Jump to content

ଖବର ରଖିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବର ରଖିବା
ଉଚ୍ଚାରଣ: Khabara rakhibā
খবররখা खबररखना

ଦେ. କ୍ରି —

୧: ଅନ୍ୟ ସ୍ଥାନର ବା ବ୍ୟକ୍ତିର ସଂବାଦ ଜାଣିବା —୧. To keep one's self informed of news of others.

୨: ଆବଶ୍ୟକ ହେବା; ଲୋଡ଼ା ହେବା — ୨. To be required; to be necessary.

(ଯଥା—ପୁଅ ବିଭାଗର ପାଇଁ ମୋତେ ହଜାରଟଙ୍କା ଯୋଗାଡ଼ କରିବା ଖବର ରଖେ)