ଖବାଡ଼ବା
ଦେଖଣା
ଖବାଡ଼ବା —
ଉଚ୍ଚାରଣ: Khabāḍabā
ଦେ. କ୍ରି. ବିଣ —
ଅସୁନ୍ଦର ବା ଅସମ୍ପୂର୍ଣ୍ଣ ଭାବରେ (କାର୍ଯ୍ୟ କରିବା) —(to do a work) Clumsily or incompletely.
ଦେ. ଅ —
ଆବାଖାବା (ଦେଖ) — Ābākhābā (See)
ଦେ. ବିଣ —
ଅସୁନ୍ଦର ରୂପେ କରାଯାଇଥିବା — Done clumsily.