ଖବାଷ୍ପ
ଦେଖଣା
ଖବାଷ୍ପ —
ଉଚ୍ଚାରଣ: Khabāshpa
ସଂ. ବି (ମଧ୍ୟପଦଲୋପୀ. କର୍ମଧା; ଖ+ବାଷ୍ପ) —
୧: କୁହୁଡ଼ି — ୧. Frost; fog.
୨: କାକର —୨. Dew.
ଖବାଷ୍ପ —
ଉଚ୍ଚାରଣ: Khabāshpa
ସଂ. ବି (ମଧ୍ୟପଦଲୋପୀ. କର୍ମଧା; ଖ+ବାଷ୍ପ) —
୧: କୁହୁଡ଼ି — ୧. Frost; fog.
୨: କାକର —୨. Dew.