ଖବିରା
ଦେଖଣା
ଖବିରା —
ଉଚ୍ଚାରଣ: Khabirā
নেঙ্গড়া
लंगड़ा
ଦେ. ବିଣ —
୧: ଆଘାତ ଆଦି ଯୋଗୁଁ ୟାହାର ଗୋଡ଼ ଛୋଟା ହୋଇଯାଏ — ୧. Lamed.
(ଯଥା—ଆମ ବଟିଆ କୁକୁରର ଗୋଡ଼ ଗାତରେ ମୋଡ଼ି ହୋଇଯିବାରୁ ସୋ ବିରା ହୋଇଗଲା )
୨: ଛୋଟା —୨. Lame; limping.
[ ଦ୍ର—ଏ ଶବ୍ଦ ଖଣ୍ଡିଆ ଶବ୍ଦ ପରେ ସହଚରରୂପେ ମଧ୍ୟ ବ୍ୟବହୃତ ହୁଏ ]