Jump to content

ଖବିସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବିସ
ଉଚ୍ଚାରଣ: Khabisa
খবীস खबीस

ବୈଦେ. ବିଣ. (ଆ. ଖବୀସ୍=ପଠାଣଭୂତ) —

୧: ଦୁଷ୍ଟ; ଖେଚଡ଼ା; ଖଳ — ୧. Very wicked; wanton.

୨: ଈର୍ଷାପର —୨. Malicious.

୩: ମନ୍ଦଚରିତ୍ର —୩. Libidinous.

ବୈଦେ. ବି —

ଦୁଷ୍ଟବ୍ୟକ୍ତି —A wicked person.