Jump to content

ଖବ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖବ୍ ଧାତୁ —
ଉଚ୍ଚାରଣ: Khab (root)

ସଂ. —

୧: ଧନ ବା ସମ୍ପତ୍ତି ଜନ୍ମାଇବା — ୧. To produce wealth or prosperity.

୨: ଶୁଦ୍ଧ କରିବା; ପରିଷ୍କାର କରିବା — ୨. To purify.