ଖମଣ
ଦେଖଣା
ଖମଣ —
ଉଚ୍ଚାରଣ: Khamaṇa
খানা
गढ़ा
ଦେ. ବି —
୧: ପର୍ବତମୂଳସ୍ଥ ନୀଚଭୂମି — ୧. Declivity or lowland at the foot of a mountain.
୨: ପାର୍ବତୀୟ ନାଳ — ୨. A water channel in the hills.
୩: ଗହିଡ଼ା; ଖାତ; ଖାଲ —୩. Pit; hole.
୪: ରେଳ ସଡ଼କରେ କରାଯିବା କାଜ — ୪. Causeway in the rail-road.