ଖମଣିମଣ୍ଡଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମଣିମଣ୍ଡଳ
ଉଚ୍ଚାରଣ: Khamaṇimaṇḍaḻa

ସଂ. ବି. (୬: ଷ୍ଠୀ ତତ୍; ଖମଣି+ମଣ୍ଡଳ) —

ସୂର୍ଯ୍ୟମଣ୍ଡଳ — The sun's disc.

ଖମଣିମଣ୍ଡଳକୁ ତୁ କର ବଢ଼ାଇଲୁ ରେ— ଖ ଗୀତ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ, କବିସୂର୍ଯ୍ୟ ବଳଦେବ ରଥ