ଖମଧ୍ଯବିନ୍ଦୁ
ଦେଖଣା
ଖମଧ୍ୟବିନ୍ଦୁ —
ଉଚ୍ଚାରଣ: Khamadhyabindu
ସଂ. ବି. (୬: ଷ୍ଠୀ ତତ୍; ଖ+ମଧ୍ୟ+ବିନ୍ଦୁ) —
ମନୁଷ୍ୟର ମସ୍ତକ ପରି କଳ୍ପିତ ନଭୋବିନ୍ଦୁ; ମନୁଷ୍ୟ ଠିଆ ହେବା ସ୍ଥାନର ଠିକ୍ ମୁଣ୍ଡ ଉପରେ ଥିବା ଆକାଶର ବିନ୍ଦୁ —Zenith.
ଖମଧ୍ୟବିନ୍ଦୁ —
ଉଚ୍ଚାରଣ: Khamadhyabindu
ସଂ. ବି. (୬: ଷ୍ଠୀ ତତ୍; ଖ+ମଧ୍ୟ+ବିନ୍ଦୁ) —
ମନୁଷ୍ୟର ମସ୍ତକ ପରି କଳ୍ପିତ ନଭୋବିନ୍ଦୁ; ମନୁଷ୍ୟ ଠିଆ ହେବା ସ୍ଥାନର ଠିକ୍ ମୁଣ୍ଡ ଉପରେ ଥିବା ଆକାଶର ବିନ୍ଦୁ —Zenith.