Jump to content

ଖମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମା
ଉଚ୍ଚାରଣ: Khamā
খানা गढ़ा

ଦେ. ବି (ସଂ. ଖନ୍ ଧାତୁ) —

୧: ଖାଲ; ଲମ୍ବ ଗାତ; ଖଣା; ପହଣି — ୧. A long pit; a hole in the earth.

୨: ଗାଡ଼ିଆଦି ଚାଲିବା ଯୋଗୁଁ ସଡ଼କରେ ହୋଇଥିବା ଖାଲ — ୨. Ruts or grooves on the road due to excessive constant passing of vehicles on it; broken places on a road.