Jump to content

ଖମାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମାର
ଉଚ୍ଚାରଣ: Khamāra
খামার, গোলা कामत, खतो

ଦେ. ବି (ତୁଳ. ସଂ. ଖଳ=ଖଳା) —

୧: ଧାନ୍ୟାଦି ସଞ୍ଚୟ କରିବା ସ୍ଥାନ — ୧. Granary.

୨: ଚାଷଘର —୨. Barn.

୩: ଚାଷ ଧାନ ଓ ଫସଲ ଆଦି ରଖିବା ସ୍ଥାନ — ୩. A place for storing agriculture produce.

୪: ଖମାରଚାଷ (ଦେଖ) ୪. Khamārachāsha (See)