ଖମାରି
ଦେଖଣା
ଖମାରି —
ଉଚ୍ଚାରଣ: Khamāri
ଦେ. ବି —
୧: ଜମିଦାରଙ୍କ ଖମାରର ଭାର ଯେଉଁ ଚାକର ଉପରେ ଥାଏ; ଖମାରୋଇ — ୧. The servant in charge of the granary.
୨: ଯେଉଁ ଚାକର ଜମିଦାର ଓ ମହାଜନଙ୍କ ଚାଷ ଓ ମହାଜନି ବାବତ୍ ଧାନ ଦେବାନେବା ଆଦି କରେ — ୨. The servant in charge of culti-vation and paddy investment.