Jump to content

ଖମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମ୍ବ
ଉଚ୍ଚାରଣ: Khamba
খাম खम्बा

ଦେ. ବି. (ସଂ. ସ୍ତମ୍ବ) —

୧: ଖୁଣ୍ଟ —୧. post.

୨: ସ୍ତମ୍ବ —୨. pillar.

ହେଲେ କି ସେ ଘର ସୁନା ଖମ୍ବ ବାଡ଼— କୃଷ୍ନସିଂହ. ମହାଭାରତ. ବନ