Jump to content

ଖମ୍ବଦିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମ୍ବଦିଆ
ଉଚ୍ଚାରଣ: khambadiā

ଦେ. ବି —

ନୂତନ ଗୃହ ନିମନ୍ତେ ସ୍ତମ୍ଭାରୋପଣ; ନୂଆ ଘର ତୋଳିବା ଉଦ୍ଦେଶ୍ୟରେ ଶୁଭ ଦେବା —Setting of the ୧st pillar for a new house.