ଖମ୍ବିରା
ଦେଖଣା
ଖମ୍ବିରା —
ଉଚ୍ଚାରଣ: Khambirā
খমীরা
खमीर
ବୈଦେ. ବିଣ. (ଆ. ଖମୀର୍=ବାସି ହୋଇ ସଢ଼ିଥିବା ଅଟାର ପୁଠଉ; ବାସି ପିଠଉ; ଏଥିରେ ପିଠା କଲେ ପିଠା ଫୁଲେ) —
୧: ବାସି ପିଠଉରେ ତିଆରି ହୋଇ ଫୁଳିଥିବା (ପିଠା ବା ରୁଟି) — ୧. (cake) made from fermented dough.
୨: ପଣସ, ସପୁରି ଆଦିକୁ ତାହା ସୁବାସ ନିମନ୍ତେ ମିଶା ଯାଇଥିବା (ଗୁଡ଼ାଖୁ) — ୨. (tobacco-mixture) Scented by the mixture of fermented fruits.
୩: ଚିନିରସ ବା ସୀରାରେ ପାଗ କରା ଯାଇଥିବା (ଫଳଆଦି) — ୩. (preserved fruits) Seasoned with syrup.