Jump to content

ଖମ୍ବ ଖୁନ୍ଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖମ୍ବ ଖୁନ୍ଦିବା
ଉଚ୍ଚାରଣ: Khamba khundibā

ଦେ. କ୍ରି —

୧: ଗାତରେ ସ୍ତମ୍ଭ ବସାଇ ତା ମୂଳରେ ମାଟି ଦେଇ ତାକୁ ଶକ୍ତ କରିବା — ୧. To strengthen the foot of a pillar after it is put in a pit, by filing the interstices with earth.

୨: (ଲକ୍ଷଣାର୍ଥ) କଠିନ ଶ୍ରମସାଧ୍ୟ କର୍ମ କରିବା — ୨. To perform a difficult task.